ପାଣିପାଗ|| ତିବ୍ଦତରେ ପୁଣି ଭୂକମ୍ପ ଝଟକା! ||
ତିବ୍ଦତରେ ପୁଣି ଭୂକମ୍ପ ଝଟକା, ୪.୫ ତୀବ୍ରତାରେ ଥରିଲା ଅଞ୍ଚଳ
ପାଣିପାଗତିବ୍ଦତରେ ପୁଣି ଭୂକମ୍ପ ଝଟକା, ୪.୫ ତୀବ୍ରତାରେ ଥରିଲା ଅଞ୍ଚଳ
ପାଣିପାଗଆଜି ଅବପାତ, କାଲି ତୀବ୍ର ଅବପାତ; ୨୮ ସକାଳେ ଉପକୂଳ ଛୁଇଁବା ସମ୍ଭାବନା!
ପାଣିପାଗବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ଓଡ଼ିଶାରେ ସତର୍କତା ଜାରି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି SRC ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ଆଲର୍ଟ କରିଛନ୍ତି । ଲଘୁଚାପଟି ଘନୀଭୂତ ହୋଇ ୨୬ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।
ପାଣିପାଗ ଭିଡିଓବଙ୍ଗୋପସାଗରରେ ବାତ୍ୟା ଆଶଙ୍କା, ଓଡ଼ିଶାକୁ ବିପଦ?
ପାଣିପାଗଦଶହରାରେ କେମିତି ରହିବ ପାଗ? ୨୨ ତାରିଖ ଯାଏଁ ବର୍ଷା ନେଇ ପୂର୍ବାନୁମାନ
ପାଣିପାଗଓଡ଼ିଶା ପାଣିପାଗରେ ହେବ ବଡ଼ ପରିବର୍ତ୍ତନ